ଭୁବନେଶ୍ବର,୧୭/୮(ପାଇକପୁଅ) ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ। ଅପରାହ୍ନ ୫ଟା ୧୫ମିନିଟ ସମୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରର ସମ୍ ଆଲ୍ଟିମେଟ୍ ମେଡିକେୟାର୍ରେ ଭର୍ତ୍ତି କରାଯାଇଛି । ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଚିକିତ୍ସାରେ ଭଲ ଭାବରେ ସ୍ୱସ୍ଥ ହେଉଛନ୍ତି।

