ଭୁବନେଶ୍ୱର,୦୩/୦୧(ପାଇକପୁଅ)ଭୁବନେଶ୍ୱର ରୁପାଲି ଛକରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି ।ଆମ ବସ୍ ଏକ ଅଟୋକୁ ପଛରୁ ପିଟିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଲୋକମାନଙ୍କର ପ୍ରବଳ ଉତ୍ତେଜନା ଦେଖାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
WhatsApp us
