ଯୋଡ଼ା,୨୮/୦୨(ବିଜୟ ଜେନା)କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ସହିଦ ନଗର ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ପଚିଶ ତାରିଖ ସନ୍ଧ୍ୟା ସତ ଘଟିକା ରେ କଳସ ସ୍ଥାପନା କରିଥିଲେ ଏବଂ ସତେଇସ ତାରିଖ ରାତ୍ର ନଅ ଘଟିକରେ ଶେଷ ହୋଇଥିଲା। ତେବେ ଏହି ଉତ୍ସବ ରେ ଯଜ୍ଞ ମହାମନ୍ତ୍ର ଆଦି ଜପ ସହ ଦୁଇ ଦିନ ଧରି କୀର୍ତ୍ତନ ହୋଇଥିଲା ଯାହାକି ପରିବେଶକୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏଥିରେ କର୍ମରେ କର୍ତ୍ତା ଶ୍ରୀ ଅଭିଳାଷ ରାଉତ ଓ ତାଙ୍କ ପତ୍ନୀ ମିଲି ରାଉତ ଯଜ୍ଞ କୁ ନିଷ୍ଠା ସହିତ ପରିଚାଳନ କରିଥିଲେ । ଏଥିରେ ବହୁ ଭକ୍ତଙ୍କ ଭିଡ଼ ଦେଖିବକୁ ମିଳିଥିଲା ଏବଂ ସମସ୍ତେ ପ୍ରସାଦ ସେବନ ମଧ୍ୟ କରିଥିଲେ।
