ଯୋଡ଼ା, ୧୮/୧୧(ପାଇକପୁଅ) ଯୋଡ଼ା ବ୍ଲକ ଏବଂ ଯୋଡ଼ା ମ୍ୟୁନିସିପାଲଟି ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଜିଲ୍ଲା ସ୍ତରୀୟ ବନ୍ଦ ଡାକରା ସତ ପ୍ରତିଶତ ସଫଳ ହୋଇ ଥିବା ଦେଖିବାକୁ ମିଳିଛି। ଭାରି ଯାନ ଗୁଡ଼ିକ ରାଜ୍ୟ ରାଜପଥ ୨୧୫ ରେ ଧାଡ଼ି ବାନ୍ଧି ଠିଆ ହୋଇ ଥିଲା।ଯାନ ବାହାନ ଚଳ ଚଳ ସମ୍ପୂର୍ଣ୍ଣ ବନ୍ଦ ସହ ଦୋକାନ ବଜାର,ବ୍ୟାଙ୍କ୍,ସ୍କୁଲ, ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଥିଲା। ତେବେ ଏହି ବନ୍ଦ ଡାକରା କେନ୍ଦୁଝର ଜିଲ୍ଲାରେ ବାଂଲାଦେଶୀ ପଠାଣ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଅସାମାଜିକ ଘଟଣା ଗୋଟିକ ପରେ ଗୋଟିଏ ଘଟୁ ଥିବାରୁ ତାହା ପ୍ରତିବାଦ ରେ ଡକାଯାଇଥିଲା କେନ୍ଦୁଝର ଜିଲ୍ଲା ର ସରଳ ନିରୀହ ଜନଜାତି ମହିଳା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ଅପହରଣ କରିନେଇ ଏହି ବଙ୍ଗାଳୀ ମୁସଲିମ ମାନେ ବହୁ ନିର୍ଯାତନା ଦେଉଥିବାର ନଜିର ରହିଛି।ତନ୍ମଧ୍ୟରୁ ଗତ ୧୫/୧୧/୨୦୨୫ ରେ ଘଟିଥବା ହୃଦୟ ବିଦାରକ ଘଟଣା ବଂଶ ପାଳ ବ୍ଲକ ର ପୁରୁଣା ମୁଣ୍ଡା ଗ୍ରାମରେ ଘଟି ଥିବା ଜନଜାତି ଦିବ୍ୟଙ୍ଗ ନାବାଳିକା ଧର୍ଷଣ ର ଶିକାର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଅଛି।ଏହି ଘଟଣା ରେ ଗିରଫ ହୋଇଥିବା ବ୍ୟକ୍ତି ଜଣେ ବଙ୍ଗାଳୀ ମୁସଲମାନ ଅଟେ।ଏହି ବଙ୍ଗାଳୀ ମୁସଲମାନ ମାନେ ବିଭିନ୍ନ ପ୍ରକାର ଫେରି ବେପାର ମାଧ୍ୟମରେ ଧଳା ଜହର ବେପାର,ମାଦକ ଦ୍ରବ୍ୟ ବେପାର ,ଚୋରି ,ତସ୍କରି ଆଦି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ସମାଜକୁ କଳୁଷିତ କରିବାରେ ଲଗିରହିଛନ୍ତି।

