ଭୁବନେଶ୍ୱର, ୧୭/୧୦(ପାଇକପୁଅ) ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।


WhatsApp us
